<?xml version="1.0" encoding="UTF-8"?>
<mods xmlns:xsi="http://www.w3.org/2001/XMLSchema-instance" xmlns="http://www.loc.gov/mods/v3" version="3.1" xsi:schemaLocation="http://www.loc.gov/mods/v3 http://www.loc.gov/standards/mods/v3/mods-3-1.xsd">
  <titleInfo>
    <title>Bindusima</title>
    <subTitle>eka jugalabandi</subTitle>
  </titleInfo>
  <name type="personal">
    <namePart>Sahu, Aseema</namePart>
    <role>
      <roleTerm authority="marcrelator" type="text">creator</roleTerm>
    </role>
    <role>
      <roleTerm type="text">author.</roleTerm>
    </role>
  </name>
  <name type="personal">
    <namePart>Nibedita, Bindu</namePart>
    <role>
      <roleTerm type="text">joint author.</roleTerm>
    </role>
  </name>
  <typeOfResource>text</typeOfResource>
  <originInfo>
    <place>
      <placeTerm type="text">Bhubaneswar</placeTerm>
    </place>
    <publisher>Athena Books</publisher>
    <dateIssued>2025</dateIssued>
    <issuance>monographic</issuance>
  </originInfo>
  <language>
    <languageTerm authority="iso639-2b" type="code">eng</languageTerm>
  </language>
  <language>
    <languageTerm authority="iso639-2b" type="code">ori</languageTerm>
  </language>
  <physicalDescription>
    <form authority="marcform">print</form>
    <extent>163 pages ; 21 cm.</extent>
  </physicalDescription>
  <abstract>‘ବିନ୍ଦୁସୀମା : ଏକ ଯୁଗଳବନ୍ଦୀ’ ଏକ ଓଡ଼ିଆ କବିତା ସଂକଳନ। ଏହି ସଂକଳନରେ ପ୍ରେମ, ଭଲପାଇବା, ବିରହ, ପ୍ରତୀକ୍ଷା, ସ୍ମୃତି, ଈର୍ଷା, ମନର ଭାବନା ଓ ଜୀବନର ବିଭିନ୍ନ ଅନୁଭବକୁ କବିତା ମାଧ୍ୟମରେ ଅଭିବ୍ୟକ୍ତ କରାଯାଇଛି। ବର୍ଷା, ମେଘ, ଶୀତ, ଫଗୁଣ, ରାତି ଓ ମାଟି ଭଳି ପ୍ରାକୃତିକ ଉପାଦାନ କବିତାଗୁଡ଼ିକର ଭାବପ୍ରକାଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛି। କବିତାଗୁଡ଼ିକରେ ପ୍ରେମର ବିଭିନ୍ନ ଅନୁଭୂତି ସହିତ ଆତ୍ମଚେତନା, ସମ୍ପର୍କ, ଅପେକ୍ଷା ଓ ମାନବୀୟ ଭାବନାର ସୂକ୍ଷ୍ମ ଅନୁଭବ ପ୍ରକାଶ ପାଇଛି। ସମକାଳୀନ ଓଡ଼ିଆ କବିତାର ପାଠକମାନଙ୍କ ପାଇଁ ଏହା ଏକ ଉଲ୍ଲେଖନୀୟ କବିତା ସଂକଳନ।</abstract>
  <tableOfContents>କବିତାକ୍ରମ: ବିନ୍ଦୁସୀମା : ଏକ ଯୁଗଳବନ୍ଦୀ’ କବିତା ସଂକଳନର କବିତାଗୁଡ଼ିକ ହେଉଛି - ଖୁସି ଉଡେ ପଣତ କାନିରେ, ଲିକୁ, ଏଇ ଲଗ୍ନରେ, ମୁଁ ଯଦି କହେ, ବାଲିଘର, କେହି ଜଣେ, ସେଦିନ ବର୍ଷାରେ, ମୁଁ ଭଲପାଏ ତାକୁ, କୁହୁକିନୀ କବିତାର ମାୟା, ସେ କିଏ ସେ କେଜାଣି!!, ଏଇ ଦେଖ ଆଖି ମୁଁ ବୁଜିଲି!!, ଚଉଦିଗର ଚୌହଦୀରେ, ପ୍ରେମ ଗପ, ମେଘର ସ୍ୱପ୍ନ, ‘ପୁଁ’, ଚର୍ଚ୍ଚା ଭଲପାଏ, ଏଇ ଅଛ ଏଇ ନାହଁ, ଖବର୍ଦାର୍, ଝୁରିହେବା ବି କେତେ ରୋମାଞ୍ଚିତ ଆମ ହାତପିନ୍ଧା ଘଣ୍ଟାରେ, ଢେର ରାତିରେ କାଲି, କୋମଳ ଝଙ୍କାର - ତୁମ ପ୍ରେମ, ମୁଁ ଆୟତ୍ତରେ ନଥାଏ, କିଏ ଟିକେ, ସେଇ ମାଟି, ଶୋଷ, ଶେଷ ବି ସେ ଓ ଆରମ୍ଭ ବି, ପ୍ରତୀକ୍ଷାର ରଙ୍ଗ, ତୁମ ପାଇଁ, ପ୍ରେମ ଭିଜେ ଈର୍ଷାରେ, ମରିମରି ଅମର ହେଇଯାଏ, ଭଲପାଏ, ମୋ ଶବ୍ଦମାନେ, ପ୍ରେମ ତୁମେ କେବେ, ମୁଁ ବଦଳି ଯାଏ, ବର୍ଷ ଆସେ ବର୍ଷ ଫେରେ, ମୋତେ ଏମିତି ଜମା ଲେଖ୍ ଆସେନି, ବିନ୍ଦୁ ସେ, ଡିସେମ୍ବରର ଶେଷ ରାତି, ସୌଦାଗର, ଚୋରାବାଲି, ଶୀତ ତ ଆସିନି ଏଯାଏଁ, ଫଗୁଣର ଖୋଲା ଚିଠି, ମନୋଇ ଝିଅ, ଇଚ୍ଛା ମୋ କବିତା ହେଲେ, ସେ ଅସୀମା, ମନ କିନ୍ତୁ ଫୁଲବନ, ରାତି ୧ ବାଜି ୧୫ ମିନିଟ, ନିଜ ଇଚ୍ଛାରେ, ଭାଆରି ମନେପଡୁଛ ଏବଂ ବିନ୍ଦୁସୀମା।
</tableOfContents>
  <note type="statement of responsibility">Aseema Sahu and Bindu Nibedita.</note>
  <note>A collection of Odia poems associated with Bindu Nibedita. The volume presents poetic expressions and reflections in Odia, bringing together lyrical and literary voices in a collection intended for readers of contemporary Odia poetry and literature.
ଡଃ ଅସୀମା ସାହୁ ଓ ବିନ୍ଦୁ ନିବେଦିତା, ଓଡ଼ିଶା ସାହିତ୍ୟ ଜଗତରେ ସୁନାମ ଅର୍ଜନ କରିଥିବା ଦୁଇ ନାରୀ ପ୍ରତିଭା । ଦୁହେଁ ଦୁହିଁଙ୍କ ଭାବାବେଗକୁ ଦିଗନ୍ତ ପ୍ରସାରିତ କଳ୍ପନାରେ କୋଳେଇଧରି ଯେତେବେଳେ ବିନ୍ଦୁବିନ୍ଦୁ ହେଇ ଯୋଡ଼ିଦେଇଛନ୍ତି ସେତେବେଳେ ଶବ୍ଦ ରଙ୍କୁଣା ଅକ୍ଷରସବୁ ଅସୀମାର ଅରୁଣିମାରେ ପରିବ୍ୟାପ୍ତ ହୋଇ ଯୁଗଳବନ୍ଦୀରେ ଆତ୍ମ ପ୍ରକାଶ କରିଛି। ସେଇଠି ସ୍ନେହ, ପ୍ରେମ, ସଦିଚ୍ଛା, ଆହ୍ବାନ, ଅଭିମାନ, ହସ-ଲୁହ, ସୁଖଦୁଃଖ ଓ ଆନନ୍ଦ-ସନ୍ତାପ, ଆଦି ଚମତ୍କାର ରସ ଓ ଛନ୍ଦରେ କବିତାର ରୂପକଳ୍ପ ନେଇ ପାଠକର ମନ ଅଗଣାକୁ ଓହ୍ଲେଇ ଆସିଛନ୍ତି । ସତରେ, ପାଠକୀୟ ଆବେଗର ଉପହାରଟିଏ ହେଉଚି କବିତା ବହି ‘ବିନ୍ଦୁସୀମା: ଏକ ଯୁଗଜବନ୍ଦୀ’ । ଦୁଇ ନାରୀ କବିଙ୍କର କଳ୍ପନା ଓ ଅନୁଭୂତିର ଏକତ୍ର ପ୍ରବାହକୁ ଆବେଗପ୍ରବଣ ପାଠକଟିଏ ଏଥୁରେ ଭେଟିବ ଓ ଚିତ୍ର, ଚରିତ୍ର ହୋଇ ପାଠକ ସହ ଆଖରେ ଆଖ୍ ମିଳେଇ କଥା କହୁଥିବା ଏ ବହିର ସବୁତକ କବିତା, ଦୁଇବାନ୍ଧବୀଙ୍କର ଅତୁଟ ବନ୍ଧନ, ଦୁହିଁଙ୍କ ପ୍ରତି ଦୁହିଁଙ୍କର ଆଦର ସମ୍ମାନ, ବିଶ୍ଵାସ ଆଉ ନିରୁତା ଭଲପାଇବାର ଏକ ଆକର୍ଷଣୀୟ ପ୍ରତୀକ। ଯୁଗ୍ମ ଲେଖନୀର ଏହି ସାମୂହିକ ନିଆରା ପ୍ରୟାସ ପାଠକଙ୍କ ମନରେ ନିଃସନ୍ଦେହ ନୂତନ ରସ ଓ ରୋମାଞ୍ଚର ଆଞ୍ଚ ଭରିଦେବ। ଡଃ ଅସୀମା ସାହୁ ଓ ବିନ୍ଦୁ ନିବେଦିତାଙ୍କ ଦ୍ୱାରା ରଚିତ ଓଡ଼ିଆ କବିତାର ଏକ ସଂକଳନ। ଏହି ଗ୍ରନ୍ଥରେ ଓଡ଼ିଆ ଭାଷାରେ କବୟିତ୍ରୀଙ୍କ କାବ୍ୟିକ ଅଭିବ୍ୟକ୍ତି ଓ ଚିନ୍ତନର ପ୍ରତିଫଳନ ଦେଖିବାକୁ ମିଳେ। ସମକାଳୀନ ଓଡ଼ିଆ କବିତା ଓ ସାହିତ୍ୟର ପାଠକମାନଙ୍କ ପାଇଁ ଏହା ଏକ ଉଲ୍ଲେଖନୀୟ କବିତା ସଂକଳନ।</note>
  <subject>
    <topic>Odia poetry</topic>
  </subject>
  <subject>
    <topic>Odia literature</topic>
  </subject>
  <classification authority="ddc">891.4561 SAH/B</classification>
  <identifier type="isbn">9789364014694 (paperback)</identifier>
  <recordInfo>
    <recordContentSource authority="marcorg">IN-BhIIT</recordContentSource>
    <recordCreationDate encoding="marc">260819</recordCreationDate>
    <recordChangeDate encoding="iso8601">20260819110010.0</recordChangeDate>
    <recordIdentifier source="IN-BhIIT">GB1387</recordIdentifier>
  </recordInfo>
</mods>
